ମଦ କମାଏ କୋଲେଷ୍ଟ୍ରୋଲ… ଅଧିକ ଔଷଧୀୟ ଗୁଣ ପାଇଁ ପଢନ୍ତୁ

ଆମେ ସମସ୍ତେ ଜାଣିଥିବା ମଦ ଏକ ଖରାପ ପଦାର୍ଥ । ଏହା ଶରୀର ପାଇଁ କ୍ଷତିକାର । ହେଲେ ମଦର ପ୍ରକୃତ ରହସ୍ୟ ଆଜି ଆମେ ଆପଣଙ୍କୁ ଜଣାଇବୁ । ଯେତେବେଳ ରାଜାମାନେ ଶାସନ କରୁଥିଲେ ସେତେବେଳେ ମଦ ବାହାରିଥିଲା । ସେତେବେଳେ ଡାକ୍ତର କହିଲେ କିଛି ନଥିଲା । ସେତେବେଳର ବୈଦରାଜ ମାନେ ଏହି ପଦାର୍ଥ ତିଆରି କରିଥିଲେ ଯାହାକୁ ଔଷଧ ରୂପେ ବ୍ୟବହାର କରୁଥିଲେ ହେଲେ ପରେ ଏହାକୁ ରାଜାମାନେ ନିଷାଭାବେ ବ୍ୟବହାର କରିଥିଲେ । ଆଉ ଏହାକୁ ଲୋକେ ଫେସନ ଆଉ ନିଷା ପାଇଁ ବ୍ୟବହାର କରୁଛନ୍ତି । ଖାଲି ମଦକୁ ଔଷଧ ରୁପରେ ବ୍ୟବହାର କରାଯାଉନଥିଲା ଏହା ବଡବଡ ରୋଗ ମଧ୍ୟ ଏଥିରେ ଭଲ ହେଉଥିଲା । ମଷିଣ ମାନେ ଏହାକୁ ଭୁଲ ବ୍ୟବହାର କରିବା ଦ୍ୱାରା ଏହାକୁ ଖରାପ ବୋଲି କୁହାଯାଏ ।

ଡାଇବେଟିସ – ଏହି ରୋଗରେ ସାଧାରଣତ ମଦ ବ୍ୟବହାର ପାଇଁ ମନା ଥାଏ କିନ୍ତୁ ଯଦି ଏହାକୁ ଔଷଧ ରୂପରେ ସପ୍ତାହକୁ ୨ ରୁ ୩ ଥର ୪୫ ଏମଏଲ ଲେଖାଏଁ ସେବନ କରିବେ ତାହାଲେ ଆପଣଙ୍କ ଶରୀରରେ ସୁଗର ନିୟନ୍ତ୍ରଣ ହୋଇଥାଏ ।
ନିୟନ୍ତ୍ରଣ ମାତ୍ରରେ ଏହାକୁ ବ୍ୟବହାର କଲେ ଏହା ଇନସୁଲିନ ଭାବରେ କାମ ଦେଇଥାଏ ।

ତ୍ୱଚା ପାଇଁ ଲାଭଦାୟକ – ଯଦି ଆପଣଙ୍କର ତ୍ୱଚା ଜନିତ ରୋଗ ଅଛି ତେବେ ମଦକୁ ସପ୍ତାହରେ ୨ ରୁ ୩ ଥର ୪୫ ଏମଏଲ ଲେଖାଏଁ ସେବନ କରନ୍ତୁ ତ୍ୱଚାର ସମସ୍ୟା ଦୂର ହେବ ।

ହୃଦ ରୋଗ – ଯଦି ଆପଣଙ୍କର ହୃଦ ରୋଗର ସମସ୍ୟା ଅଛି ତେବେ ଆପଣ ମଦର ବ୍ୟବହାର ଦ୍ୱାରା ଏହି ରୋଗରୁ ମୁକ୍ତି ପାଇପାରିବେ । କାରଣ ମଦ ସେବନ ଦ୍ୱାରା ଶରୀରରେ କୋଲେଷ୍ଟ୍ରୋଲ କମ ହୋଇଥାଏ । ଆମ ଶରୀରରେ କୋଲେଷ୍ଟ୍ରୋଲ ବଢିଲେ ହୃତପିଣ୍ଡକୁ ସଂଯୋଗ କରୁଥିବା ଧମନୀ ବ୍ଲକ ହୋଇଥାଏ । ଏହାଦ୍ୱାରା ହାର୍ଟଆଟାକ ଭଳି ରୋଗ ହୋଇଥାଏ । ମାସକୁ ୯ରୁ୧୨ ଥର ମଦର ୪୫ ଏମଏଲ ସେବନ ଦ୍ୱାରା ହୃଦଘାତର ସମ୍ଭାବନା କମ୍ ହୋଇଥାଏ ।

ମୋଟା ପଣ କମ – ଲଣ୍ଡନର ଏକ ରିସର୍ଚରେ ଦେଖାଯାଇଛି ଯେଉଁ ବ୍ୟକ୍ତି ମାସକୁ ୬ ରୁ ୮ ଥର ମଦ ସେବନ କରନ୍ତି ସେମାନଙ୍କ ମୋଟାପା ନିୟନ୍ତ୍ରଣରେ ରହିଥାଏ । ମଦ ସେବନ ଦ୍ୱାରା ମେଟାବୋଲିଜିମ କମ୍ ହୋଇ ଫ୍ୟାଟ କମ ହୋଇଥାଏ ଯାହା ପାଇଁ ଆପଣ ପତଳା ହୋଇପାରିବେ ।

ରକ୍ତ ସଫା କରେ – ମଦ ସେବନ କରିବା ଦ୍ୱାରା ରକ୍ତ ସଫା ହୋଇଥାଏ । କିନ୍ତୁ ଆପଣଙ୍କୁ ମାସକୁ ୯ ରୁ ୧୨ ଥର ୪୫ ଏମଏଲ ମଦ ସେବନ କରିବାକୁ ହେବ । ଯାହାଦ୍ୱାରା ହୃଦର ଶିରା ସଫା ହୋଇଥାଏ ଯାହାଫଳରେ ହାର୍ଟଆଟାକ ଭଳି ରୋଗ ହୋଇନଥା । କିନ୍ତୁ ମଦ ଅଧିକ ସେବନ ଦ୍ୱାରା ଆପଣଙ୍କ କ୍ଷତି ମଧ୍ୟ ହୋଇଥାଏ ।

Share

Leave a Reply

Your email address will not be published. Required fields are marked *

5 × one =