ସମ୍ବଲପୁର ସହରର ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଟିପିଡବ୍ଲ୍ୟୁଓଡିଏଲ୍ ପକ୍ଷରୁ ନୂତନ ବିକଳ୍ପ 33 କେ.ଭି. ଭୂତଳ ବିଦ୍ୟୁତ୍ ଲାଇନ କାର୍ଯ୍ୟକ୍ଷମ
ବୁର୍ଲା, 30.05.2024: ସମ୍ବଲପୁର ସହରର ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥାକୁ ଅଧିକ ସୁଦୃଢ ଓ ବିଶ୍ୱସନୀୟ କରିବା ପାଇଁ ଇତିମଧ୍ୟରେ ଅଇଁଠାପାଲିଠାରୁ ରେମଡ଼ ଛକ ପର୍ଯ୍ୟନ୍ତ ଏକ ବିକଳ୍ପ
Read More