Latest

Latestମନୋରଞ୍ଜନ

ଅଭିନେତ୍ରୀ ହେବା ପୂର୍ବରୁ ଯୋଗଗୁରୁ ଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ() ସାଉତ ଫିଲ୍ମ ଜଗତର ଚର୍ଚ୍ଚିତ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ନିଜ ଅଭିନୟ ଜରିଆରେ ଲୋକଙ୍କ ହୃଦୟରେ ସ୍ଥାନ କରିପାରିଛନ୍ତି । ଆଜି ଅନୁଷ୍କା ନିଜର ୩୮ତମ

Read More
Latestଜାତୀୟ

ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ରାମଦେବଙ୍କ ପ୍ରତିକି୍ରୟା

ନୂଆଦିଲ୍ଲୀ () ଅଯୋଧ୍ୟା ପ୍ରସଙ୍ଗରେ ରାୟ ଆସିବା ପରେ ପ୍ରତିକି୍ରୟା ରଖିଛନ୍ତି ଯୋଗ ଗୁରୁ ବାବା ରାମଦେବ । ସେ କହିଛନ୍ତି ଆଜି ସତ୍ୟମେବ ଜୟତେ ଅର୍ଥ

Read More
Latestଜାତୀୟ

ଗଣମାଧ୍ୟମକୁ କଡ଼ା ଚେତାବନୀ

ନୂଆଦିଲ୍ଲୀ() ଅଯୋଧ୍ୟା ରାୟ ପରେ ଗଣମାଧ୍ୟମ ଉପରେ ଲାଗିଲା କଟକଣା । ଅଯୋଧ୍ୟା ରାୟକୁ ନେଇ ସୁପ୍ରିମକୋର୍ଟରେ ହୋଇଥିବା ଶୁଣାଣିକୁ ନେଇ ବୈଦ୍ୟୁତିକ ଗଣମାଧ୍ୟମ, ଡିଟିଏଚ୍ ଅପରେଟର ଏବଂ କେବୁଲ

Read More
Latestମନୋରଞ୍ଜନ

କ୍ଷମା ମାଗିଲେ ବିଗ ବ

ମୁମ୍ବାଇ() ସୋନି ଟିଭିରେ ପ୍ରସାରିତ ହେଉଥିବା ଶୋ’ ‘କୌନ୍ ବନେଗା କରୋଡ଼ପତି’ ନଭେମ୍ବର ୬ ତାରିଖର ଏପିସୋଡ୍ ପରେ ସୋଶାଲ୍ ମିଡିଆରେ ଚାଲିଛି ୰ଈକ୍ଟଚ୍ଚମକ୍ଟଗ୍ଧଗ୍ଧକଈଉଝକ୍ଟଦ୍ଭଚ୍ଚଞଠ ଟ୍ରେଣ୍ଡ। ଏପରିକି

Read More
Latestମନୋରଞ୍ଜନ

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର କଲେ ରାନୁ,ଦେଖନ୍ତୁ ଭିଡିଓ

ମୁମ୍ବାଇ () ଲତା ମଙ୍ଗେସ୍କରଙ୍କ ଗୀତ ଗାଇ ରାତାରାତି ଷ୍ଟାର ବନିଥିବା ରାନୁ ମଣ୍ଡଳ ତାଙ୍କର ବ୍ୟବହାରକୁ ନେଇ ସୋସିଆଲ ମିଡିଆରେ ବହୁ ଚର୍ଚ୍ଚା ହେଉଛି। ରାନୁଙ୍କ

Read More
Latestଜାତୀୟ

ମସ୍ଜିଦ୍ ପାଇଁ ଦାନରେ ୫ ଏକର ଜମି ଗ୍ରହଣ କରିବା ଉଚିତ୍ ନୁହେଁ: ଓବେସୀ

ହାଇଦ୍ରାବାଦ() ଆଜି ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ଶୁଣାଇଛନ୍ତି । ହେଲେ ଏହି ରାୟକୁ ଏଆଇଏମ୍ଏମର ମୁଖ୍ୟ ଅସଦୁଦ୍ଦିନ ଓବେସୀ ଗ୍ରହଣ କରୁନାହାନ୍ତି ବୋଲି କହିଛନ୍ତି ।

Read More
Latestଜାତୀୟ

ଭେରି ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମ ରୂପ ନେଇ ଓଡ଼ିଶା ଉପକୂଳର ନିକଟତର ହେବାରେ ଲାଗିଛି ‘ବୁଲ୍‌ବୁଲ୍‌’

ଭୁବନେଶ୍ୱର() ପାରାଦୀପଠାରୁ ୯୫ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହେଉଛି ଭୀଷଣ ସାମୁଦ୍ରିକ ଝଡ । ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସାଙ୍ଗକୁ ପ୍ରବଳ ବେଗରେ

Read More
Latestଜାତୀୟ

ଅଯୋଧ୍ୟାରେ ହେବ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର

ନୂଆଦିଲ୍ଲୀ() ଅଯୋଧ୍ୟାରେ ହେବ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର । ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠଙ୍କ ସର୍ବସମ୍ମତି କ୍ରମେ ଆସିଛି ଅଯୋଧ୍ୟା ରାୟ । ଆଉ ଏହି ଐତିହାସିକ

Read More
Latestରାଶିଫଳ

ଆଜି କେଉଁ ରାଶି ପାଇଁ କେମିତି ରହିବ ଦିନ ଜାଣନ୍ତୁ

ମେଷ – କାମରେ ସଫଳତା, ବନ୍ଧୁଙ୍କ ସହୃଦୟତା ଓ ପାରିବାରିକ ସ୍ଥିରତାରୁ ମାନସିକ ଶାନ୍ତି ପାଇବେ। ବନ୍ଧୁଙ୍କ ସହ ସାୟଂକାଳୀନ ଭ୍ରମଣ ସୁଖ ବେଶ୍‌ ଉପଭୋଗ୍ୟ ହୋଇପାରେ।

Read More
Latestରାଜନୀତି

ଜରାସ୍ରମ ନିବାସକୁ ସହାୟତା ରାଶି ପ୍ରଦାନ କଲେ ଏଓବିଏସ୍ଓ ଓ ଏଓଡିଏସ୍ଓ ଛାତ୍ରସଂଘ

ଆଜି ଅଲ୍ ଓଡିଶା ବିପିୟୁଟି ଷ୍ଟୁଡେଣ୍ଟ ଅର୍ଗାନାଇଜେସନ୍ (ଏଓବିଏସ୍ଓ) ଓ ଅଲ୍ ଓଡିଶା ଡିପ୍ଳୋମା ଷ୍ଟୁଡେଣ୍ଟ ଅର୍ଗାନାଇଜେସନ୍ (ଏଓଡିଏସ୍ଓ) ତରଫରୁ ଗତ ରବିବାର ଦିନ ୪ର୍ଥ ବାର୍ଷିକ

Read More