ରାଜ୍ୟରେ ଦିନକରେ ୪୦ ଆକ୍ରାନ୍ତଙ୍କ ମୃତ୍ୟୁ
ଭୁବନେଶ୍ୱର: ରାଜ୍ୟରେ ଆଉ ୪୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି। ଏହା ସହିତ ରାଜ୍ୟରେ
Read Moreଭୁବନେଶ୍ୱର: ରାଜ୍ୟରେ ଆଉ ୪୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଏହି ତଥ୍ୟ ଦିଆଯାଇଛି। ଏହା ସହିତ ରାଜ୍ୟରେ
Read Moreଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ Liquid Medical Oxygen ଓ PSA Plant ପାଇଁ ଭିତ୍ତିପ୍ରସ୍ତର
Read Moreଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ ଖସକ୍ତଙ୍କସୟ ଗରୟସମବକ୍ଷ ଙଙ୍ଘଚ୍ଚଶରଦ୍ଭ ଓ ଚଝଇ ଚକ୍ଷବଦ୍ଭଗ୍ଧ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି।
Read Moreଭୁବନେଶ୍ୱର: ଆଇପିଏସ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ଯଶୋବନ୍ତ ଜେଠୱା ହେଲେ ଭିଜିଲାନ୍ସ ନିର୍ଦ୍ଦେଶକ । ସଞ୍ଜିବ ପଣ୍ଡା ହେଲେ କ୍ରାଇମବ୍ରାଞ୍ଚ ଏଡିଜି
Read Moreଭୁବନେଶ୍ୱର: ଆସନ୍ତା ୨୭ତାରିଖ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ।ଏଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଭିନ୍ନ ଜିଲାକୁ ୟେଲୋ ଜାରି କରିଛି ମାଲକାନଗିରି,କୋରାପୁଟ,ନବରଙ୍ଗପୁର,କଳାହାଣ୍ଡି,ସମ୍ବଲପୁର,ଅନୁଗୁଳ,ଦେବଗଡ,କେଉଁଝର
Read Moreସାଉଥମ୍ପଟନ୍: ସାଉଥମ୍ପଟନ: ଗତକାଲି ଭାରତ ନ୍ୟୁଜିଲ୍ୟାଣ୍ଡ ଠାରୁ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ହାରିବା ପରେ ମ୍ୟାଚ୍କୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ଦେଖାଦେଇଛି। ବିଶେଷଜ୍ଞମାନେ ମଧ୍ୟ
Read Moreମୁମ୍ବାଇ: ଅଜବ ପ୍ରେମିକ । ପ୍ରେମିକାକୁ ଆଇଫୋନ ଦେବା ଲାଗି ସୋନୁ ସୁଦଙ୍କୁ ମାଗିଲା ସହାୟତା । ନିଜ ଟ୍ୱିଟର ଆକାଉଣ୍ଟରେ ସୋନୁଙ୍କୁ ଟ୍ୱିଟ୍ କରିଛନ୍ତିି ଜଣେ
Read Moreଜମ୍ମୁ-କାଶ୍ମୀର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାଶ୍ମୀରରେ ସର୍ବଦଳୀୟ ବୈଠକ ଡକାଇଛନ୍ତି । ସେଭେନ ଲୋକକଲ୍ୟାଣ ମାର୍ଗ ଆବାସିକ କାର୍ଯ୍ୟାଳୟରେ ବୈଠକ ଆରମ୍ଭ ହୋଇଯାଇଛି । ଏହି ବୈଠକରେ
Read Moreଗଞ୍ଜାମ: ବନ୍ଦ ଘର ଭିତରୁ ଉଦ୍ଧାର ହୋଇଛି ମହିଳା ଯନ୍ତ୍ରୀଙ୍କ ଗଳିତ ମୃତଦେହ । ଭଞ୍ଜନଗର ଲଣ୍ଡେଇ ସାହିରେ ଘର ଘର ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ
Read Moreକଟକ: କିଛିଦିନର ବିରତି ପରେ ପୁଣିଥରେ ଅଭିନେତ୍ରୀ ବର୍ଷା ଓ ସାଂସଦ ଅନୁଭବ ମହାନ୍ତିଙ୍କ ବିବାଦ ଚର୍ଚ୍ଚା ଘେରକୁ ଆସିଛି । ଉଭୟଙ୍କ ମାମଲା ଚାଲିଥିବା ବେଳେ
Read More