ସାବଧାନ ଦୁର୍ନୀତିଖୋର : ପୂର୍ତ୍ତ ବିଭାଗର ଦୁଇ ଯନ୍ତ୍ରୀ ଓ ଜଣେ ଡିଏଫଓଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର () ପ୍ରଶାସନକୁ ଦୁର୍ନୀତିମୁକ୍ତ କରିବା ପାଇଁ ଆରମ୍ଭ ହୋଇଥିବା ପ୍ରକ୍ରିୟାରେ ଆଜି ଆଉ ତିନିଜଣ ବରିଷ୍ଠ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସେମାନେ ହେଲେ

Read more