ଅର୍ବିଟରରୁ ଅଲଗା ହେଲା ଲ୍ୟାଣ୍ଡର ବିକ୍ରମ,ଦେଖନ୍ତୁ

ନୂଆଦିଲ୍ଲୀ()  ଚନ୍ଦ୍ରଯାନ ୨ ଚନ୍ଦ୍ର ଅଭିଯାନରେ ଆଉ ଏକ ପାଦ ଆଗେଇଛି । ଚନ୍ଦ୍ରର କକ୍ଷପଥରେ ସଫଳତାର ସହ ଅର୍ବିଟରଠାରୁ ଅଲଗା ହୋଇଛି ଲ୍ୟାଣ୍ଡର ବିକ୍ରମ ।

Read more