ସପିଙ୍ଗ ମଲରେ କଲରାପତ୍ରିଆ ବାଘ

ମହାରାଷ୍ଟ୍ର:ବୁଧବାର ସକାଳେ ଠାଣେ ସ୍ଥିତ କୋରୁମ୍ ମଲରୁ ଗୋଟିଏ କଲରାପତ୍ରିଆ ବାଘ ବାହାରୁଥିବାର ଦେଖାଯାଇଛି। ସମ୍ଭବତଃ କାନ୍ଥ ଚଢ଼ି କଲରାପତ୍ରିଆ ମଲ୍ ମଧ୍ୟରେ ପ୍ରବେଶ କରିଥିଲା। ସିସିଟିଭି

Read more