ନନ୍ଦନକାନନରେ ବାଘର ମୃତ୍ୟୁ

ସ୍ଥାନୀୟ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବୁଧବାର ଗୋଟିଏ ବାଘର ମୃତ୍ୟୁ ଘଟିଛି । ବାଘଟିର ନାମ ରୋଶନ ହୋଇଥିବା ବେଳେ ୨୦୦୨ ମସିହାରେ ଜନ୍ମ ହୋଇଥିଲା ।

Read more