ଦୀପାବଳିରେ ବନ୍ଦ ରହିବ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ

ପୁରୀ: ବଡ଼ଦାଣ୍ଡରେ ବଡ଼ବଡ଼ୁଆ ମନା। ଦୀପାବଳି ଦିନ ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ କାଠି ଜାଳିବା ମନା। ବନ୍ଦ ରହିବ ସାଧାରଣ ଦର୍ଶନ। ବୀରଗୋବିନ୍ଦପୁର ଦକ୍ଷିଣକାଳୀଙ୍କ ନିକଟରେ ଜାରି

Read more