ଉଠିଲା କିନ୍ନରଙ୍କ ପାଇଁ ରେଡ ଲାଇଟ ଏରିଆ ଦାବି

ଭୁବନେଶ୍ବର () ନାଗା ସାଧୁଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣା ମହଙ୍ଗା ପଡିଛି କିନ୍ନରଙ୍କୁ । ଆଜି ୭ ଜଣ କିନ୍ନରଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।

Read more