ଆଉ ୪ଦିନ ରହିଲା ରଣବୀର-ଦୀପିକାଙ୍କ ବିବାହ

ରଣବୀର ସିଂହ ଏବଂ ଦୀପିକା ପାଦୁକୋନ ୧୪-୧୫ ନଭେମ୍ବରରେ ହଟେଲୀରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ଏହି ଯୋଡି ହଟେଲୀକୁ ଯିବା ପାଇଁ ବାହାରି ସାରିଲେଣି।

Read more