ପୁରୀରେ ନାବାଳିକାକୁ ପୁଲିସ୍ କର୍ମଚାରୀଙ୍କ ଅସଦାଚରଣ ଅଭିଯୋଗ

ପୁରୀ ଶ୍ରୀମନ୍ଦିରରୁ ଆସିଛି ଅସଦାଚରଣ ଅଭିଯୋଗ । ଜଗନ୍ନାଥ ଦର୍ଶନ ପାଇଁ ଯାଜପୁର ଜିଲ୍ଲାର ଏକ ୧୫ ବର୍ଷିୟ ନାବାଳିକାଙ୍କୁ ପୁଲିସ୍ ଅସଦାଚାରଣ କରିଥିବା ନେଇ ଅଭିଯୋଗ

Read more