ବିଜେଡିରୁ ତଡ଼ା ଖାଇଲେ ପ୍ରଶାନ୍ତ ଜଗଦ୍ଦେବ

ଭୁବନେଶ୍ୱର: ବିଜେଡିରୁ ତଡା ଖାଇଲେ ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ବାଲୁଗାଁ ଏନଏସି ଆଗରେ ବିଜେପି ନେତାଙ୍କୁ ପିଟିବା ତାଙ୍କ ଲାଗି ମହଙ୍ଗା ପଡିଛି ।

Read more