୧୨ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର()  ୧୨ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡିକ ହେଲା ଆଜି ଗଞ୍ଜାମ, ଗଜପତି ,ରାୟଗଡ଼ା, କଳାହାଣ୍ଡି. କନ୍ଧମାଳ ,ନୂଆପଡ଼ା ,ବଲାଙ୍ଗୀର ,ବୈାଦ୍ଧ ,କୋରାପୁଟ, ଖୋର୍ଦ୍ଧା ,ନୟାଗଡ଼ ଓ ପୁରୀ । ଏହି ସମୟରେ ଘରୁ ନ ବାହାରିବାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

18 + twelve =