ନିୟମ ଭାଙ୍ଗିଲେ ଲାଇସେନ୍ସ ରଦ୍ଧ

ଭୁବନେଶ୍ୱର () ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଉଥିବା ଅଟୋ ଚାଳକ ସାବଧାନ । କ୍ଷମାତାରୁ ଅଧିକ ଛାତ୍ରଛାତ୍ରୀଂକୁ ନେଲେ କାର୍ଯାନୁଷ୍ଠାନ ହେବ।  କମିସନରେଟ ପୋଲିସ ଆରମ୍ଭ କରିଛି ସ୍ବତନ୍ତ୍ର ଅପରେସନ।

Read more