ମୋଦିଙ୍କ ବିଫଳତା ବିରୋଧୀଙ୍କୁ ଯୋଗାଇଛି ଖୋରାକ୍

ଭୁବନେଶ୍ବର (ନିପ୍ର): କେନ୍ଦ୍ରରେ ମୋଦି ସରକାର ୪ବର୍ଷ ପୂରଣ କରିସାରିଛି । ସରକାରର ଶେଷ ବର୍ଷରେ ଆଗାମୀ ନିର୍ବାଚନ ପାଇଁ ବିଭିନ୍ନ ବିଭାଗର ବିଜ୍ଞାପନ ଆସିବାରେ ଲାଗିଲାଣି

Read more