ମୋଦିଙ୍କ ଏକକ ନିର୍ବାଚନ ପ୍ରସ୍ତାବକୁ ନବୀନଙ୍କ ସମର୍ଥନ

ଭୁବନେଶ୍ବର (): ଏକା ସମୟରେ ଲୋକସଭା ଓ ରାଜ୍ୟ ବିଧାନସଭା ଗୁଡିକର ନିର୍ବାଚନ ପାଇଁ କେନ୍ଦ୍ର ସରକାର ରଖିଥିବା ପ୍ରସ୍ତାବକୁ ରାଜ୍ୟ ସରକାର ସମର୍ଥନ ଜଣାଇଛନ୍ତି ।

Read more