ମୁହଁ ଖୋଲିଲେ ବିଜେପି ଫେରାର ପ୍ରାର୍ଥୀ

ସତ୍ୟବାଦୀ()  ସତ୍ୟବାଦୀ ବିଜେପି ବିଧାୟକ ପ୍ରାର୍ଥୀ ଓମ ପ୍ରକାଶ ମିଶ୍ରଙ୍କ ପାଇଁ ବଢ଼ୁଛି ଅଡୁଆ । ଆତ୍ମସମର୍ପଣ ନକଲେ ତାଙ୍କୁ ପଳାତକ ଘୋଷଣା କରିବ ପୁରୀ ପୋଲିସ

Read more