ଆତଙ୍କବାଦୀଙ୍କ ବିରୋଧରେ ବଡ ଅଭିଯାନ

ନୂଆଦିଲ୍ଲୀ (): ଜାମ୍ମୁ-କାଶ୍ମୀରରେ ମେଣ୍ଟ ସରକାର ଭାଙ୍ଗିବା ପରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇଛି । ଆତଙ୍କବାଦୀଙ୍କ ମୂଳପୋଛ କରିବା ପାଇଁ ସେନା ତତ୍ପର ହୋଇଉଠିଛି ।

Read more