ବର୍ଷାଦିନିଆ ରୋଗ ସଂପର୍କରେ ସଚେତନତା ଆରମ୍ଭ, ବାହାରିଲା ରଥ

ଭୁବନେଶ୍ବର () ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ଭଳି ଭେକ୍ଟର ଓ ଜଳବାହିତ ରୋଗ ସଂପର୍କରେ ଲୋକଙ୍କୁ ସଚେତନ କରିବା ନିମନ୍ତେ ଆଜିଠାରୁ ସଚେତନତା ରଥ ବାହାରିଛି

Read more