ରାୟଗଡାରେ ସିନେମା ହଲ୍ ସିଲ୍

ରାୟଗଡା: ରାୟଗଡାରେ ସିଲ୍ ହେଲା ସିନେମା ହଲ୍ । କୋଭିଡ୍ ନିୟମ ଉଲଂଘନ ଅଭିଯୋଗରେ ଅଶୋକ ସିନେମା ହଲ୍ ସିଲ୍ କଲା ପୋଲିସ ଓ ପ୍ରଶାସନ ।

Read more