ମୁଣ୍ଡ ବିନ୍ଧା ହେଉଛି କି? ଖାଆନ୍ତୁ ଏହି…

ଖାଇବାର ସ୍ବାଦ ବଢ଼ାଇବା ସହ ଏକ ଔଷଧି ଭାବେ ବ୍ୟବହାର ହୋଇଥାଏ ହେଙ୍ଗୁ। ଏଥିରେ ପଚୁର ପରିମାଣର ପ୍ରୋଟିନ୍, ଫାଇବର, କାବ୍ରୋହାଇଡ଼୍ରେଟ, କ୍ୟାଲସିୟମ୍, ଆଇରନ୍ ଆଦି ରହିଥାଏ।

Read more