ଇଣ୍ଡୋନେସିଆରେ ଭୟଙ୍କର ବିମାନ ଦୁର୍ଘଟଣା

ଇଣ୍ଡୋନେସିଆର ଜାକର୍ତାରେ ଆଜି ସକାଳୁ ସକାଳୁ ବଡ ବିମାନ ଦୁର୍ଘଟଣା ହୋଇଛି । ଲାୟନ ଏୟାରର ବିମାନ ଉଡାଣର କିଛି ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି ।

Read more