୧୦ଜିଲ୍ଲାରେ ଆହୁରି ବର୍ଷିବ

ଭୁବନେଶ୍ୱର–ରାଜ୍ୟର ୧୦ ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୁନର୍ବାର ସତର୍କ କରାଇଦେଇଛି । ଏହି ଜିଲ୍ଲା ଗୁଡିକ ହେଲା ବାଲେଶ୍ୱର , ଭଦ୍ରକ ,କେନ୍ଦୁଝର ,କେନ୍ଦ୍ରାପଡା , ଜଗତସିଂହପୁର , ଢେଙ୍କାନାଳ, ଅନୁଗୁଳ ,କଟକ , ଯାଜପୁର ଓ ମୟୁରଭଂଜ । ଏହା ବ୍ୟତୀତ ଆସନ୍ତା କାଲି ପର୍ଯ୍ୟନ୍ତ ଅନ୍ୟାନ୍ୟ ଉପକୂଳ ଜିଲ୍ଲା ଗୁଡିକରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି ।

Share

Leave a Reply

Your email address will not be published. Required fields are marked *

six − 5 =