ପୁରୀବାସୀଙ୍କ ଲାଗି ନୂଆ ଏସଓପି ଜାରି

ପୁରୀ: ଶ୍ରୀମନ୍ଦିର ଦର୍ଶନ ପାଇଁ ପୁରୀବାସୀଙ୍କ ପାଇଁ ଆସିଲା ନୂଆ ଏସଓପି । ପ୍ରଥମ ୫ ଦିନ ପୁରୀବାସୀଙ୍କ ପାଇଁ ଗଜା ଦର୍ଶନ ସୁବିଧା ମିଳିବ । ଦର୍ଶନ କରିବା ପାଇଁ ପୁରୀବାସୀଙ୍କୁ ଡବଳ ଡୋଜ୍ ଟିକା ସାର୍ଟିଫିକେଟ୍ କିମ୍ବା ଆରଟିପିଆରର ଟେଷ୍ଟ ରିପୋର୍ଟ ଆଉ ପଡିବନି ଦରକାର । କେବଳ ସାଙ୍ଗରେ ଆଦାର କାର୍ଡ ନେଇ କରିପାରିବେ ଜଗା ଦର୍ଶନ । ଦର୍ଶନ ପାଇଁ ପୌର ପ୍ରଶାସନ ପକ୍ଷରୁ ୱାର୍ଡୱାରୀ ଚିରକୁଟ ଦିଆଯିବ ।
ଏହାସହିତ ପରିତୟ ପତ୍ରର କଡାକଡି ଯାଞ୍ଚ ହେବ । ସେହିପରି ରଥଯାତ୍ରାରେ ସମ୍ପୃକ୍ତ ସମସ୍ତ ସେବାୟତଙ୍କ ସହ ତିନି ପ୍ରଶାସନର କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ କରାଯିବ । ଆସନ୍ତା ୯ ତାରିଖରୁ କୋଭିଡ୍ ଟେଷ୍ଟ କରାଯିବ । ଏନେି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।ନନ । ବନ୍ଦ ହୋଇ ରହିବା ଫଳରେ ବହୁ ରାଜସ୍ୱ କ୍ଷତି ସହିଛନ୍ତି ସରକାର ।

Share

Leave a Reply

Your email address will not be published. Required fields are marked *

3 × 3 =