ଶିକ୍ଷକଙ୍କୁ ତାଲା ପକାଇଲେ ଛାତ୍ରଛାତ୍ରୀ

ନୟାଗଡ଼: ଶିକ୍ଷାକଙ୍କୁ ତାଲା ପକାଇଲେ ଛାତ୍ରଛାତ୍ରୀ । ଦୀର୍ଘ ସମୟ ବନ୍ଦ କରି ରଖିବା ପରେ ଶେଷରେ ଖୋଲିଛନ୍ତି । ନୟାଗଡ଼ ଜିଲ୍ଲା ବରପଲ୍ଲୀ ଉନ୍ନିତ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏଭଳି ଚିତ୍ର । ଦୀର୍ଘଦିନ ହେବ ସ୍କୁଲ ବନ୍ଦ ରହିଥିଲା । ତେବେ ଛାତ୍ର ଛାତ୍ରୀଙ୍କ ପୋଷାକ ଦିଆ ହୋଇନଥିବାକୁ ପ୍ରତିବାଦ କରି ଛାତ୍ର ଛାତ୍ରୀମାନେ ତାଲା ପକାଇଥିଲେ । ତେବେ ସ୍କୁଲ କମିଟି ଏହି ଘଟଣାରେ ହସ୍ତକ୍ଷେପ କରିବା ପରେ ତାଲା ଖୋଲଯାଇଥିଲା । ତେବେ ଖୁବଶୀଘ୍ର ଛାତ୍ର ଛାତ୍ରୀଙ୍କୁ ପୋଷାକ ଦିଆଯିବ ବୋଲି ସୂଚନା ଦେଇଛନ୍ତି ପ୍ରଧାନଶିକ୍ଷକ ।

Share

Leave a Reply

Your email address will not be published. Required fields are marked *

1 × 1 =