ବୁଧବାର ଠାରୁ ନିୟମ ନମାନିଲେ କଠୋର ପଦକ୍ଷେପ

ଭୁବନେଶ୍ୱର() କଟକ ଓ ଭୁବନେଶ୍ୱରରେ କରୋନା ସ୍ଥିତି ଅଧିକ ସଂଗୀନ ହେଉଛି । ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଟ୍ୱିନସିଟିର ତୃଣମୂଳ ସ୍ତରରେ ଅନୁଧ୍ୟାନ କରି ଏଭଳି ରିପୋର୍ଟ ଦେଇଛନ୍ତି । ଏହାସହ ଭିଡ ଭିତରେ କେମିତି ଲୋକେ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ ଅଣ ଦେଖା କରୁଛନ୍ତି ସେନେଇ ଭିଡିଓ ରେକର୍ଡିଂ ଜାରି କରିଛନ୍ତି ।

ଏ ନେଇ ଆଜି ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା କହିିିଛନ୍ତିି ଯେ, ଦୁଇଦିନ ପରେ ନିୟମ ନମାନିଲେ କଠୋର ପଦକ୍ଷେପ ନିଆଯିବ । ଅନଲକରେ କୋଭିଡ ସମ୍ବନ୍ଧୀୟ ନିୟମାବଳୀ ନମାନିଲେ ବୁଧବାର ଠାରୁ ଧରପଗଡ ଜୋରଦାର ହେବ  ।

Share

Leave a Reply

Your email address will not be published. Required fields are marked *

11 + 13 =