ପର୍ଯ୍ୟାପ୍ତ ସୁଯୋଗ ଦେଇଛୁ , ଆଉ ବଢିବନି ଅବଧି

ଭୁବନେଶ୍ୱର() ବଢିବନି ସର୍ବକ୍ଷମା ଅବଧି । ଏନେଇ ଆଜି ବିଧାନସଭାରେ ସ୍ପଷ୍ଟ କଲେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

ମନ୍ତ୍ରୀ କହିଛନ୍ତି, ପର୍ଯ୍ୟାପ୍ତ ସୁଯୋଗ ଦେଇଛୁ । ଆଉ ବଢିବନି ଅବଧି । ଯେଉଁମାନେ ସମୟରେ ଆବେଦନ କରିନାହାନ୍ତି ସେମାନଙ୍କୁ ଆଉ ସୁଯୋଗ ମିଳିବନି । ଖିଲାପୀଙ୍କ ପ୍ରତି ଆଇନ ଅନୁଯାୟୀ କାର୍ଯ୍ୟାନୁÂାନ ହେବ ହେବ ବୋଲି କହିଛନ୍ତି ମନ୍ତ୍ରୀ । ପ୍ରଥମେ ଫେବୃଆରୀ ୫ ଓ ପରେ ଆଉ ୧୫ ଦିନ ବଢିଥିଲା ଅବଧି ।

ସେପଟେ ସର୍ବକ୍ଷମା ଯୋଜନାର ଡେଡଲାଇନ ବଢାଇବାକୁ ନରସିଂହ ମିଶ୍ର ଦାବି କରିଛନ୍ତି । ନରସିଂହ ମିଶ୍ରଙ୍କ ଦାବି ପରେ ରୁଲିଂ ଦେଇଛନ୍ତି ବାଚସ୍ପତି । ଏହା ଉପରେ ପୁନଃବିଚାର କରିବାକୁ ନଗର ଉନ୍ନୟନ ବିଭାଗକୁ ନିଦେ୍ର୍ଧଶ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

three × five =