ସିଲ ହେଲା ପଟିଆ ବିଗ ବଜାର

ଭୁବନେଶ୍ୱର() ସିଲ ହେଲା ପଟିଆ ବିଗ ବଜାର । ସିଲ କରୁଛି ବିଏମସି । ବିଏମସି କମିଶନର ଓ ବରିÂ ଅଧିକାରୀଙ୍କ ଉପସ୍ଥିତିରେ ଚାଲିଛି ସିଲ । ପରିମଳ, ଅଗ୍ନି ନିର୍ବାପନ ବ୍ୟବସ୍ଥା ଓ ପାର୍କିଂ ସମସ୍ୟା ପାଇଁ ସିଲ କରାଯାଉଥିବା ସୂଚନା ମିଳିଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ ।

Share

Leave a Reply

Your email address will not be published. Required fields are marked *

1 × 1 =