ଓଡ଼ିଶାରେ ୧୦,୦୦୦ ଦେହଜୀବୀ

ଭୁବନେଶ୍ୱର()  ରାଜ୍ୟରେ ୧୦, ୨୧୦ ଦେହଜୀବୀ । ଏନେଇ ଗତକାଲି ବିଧାନସଭାରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ।

ତେବେ ସୂଚନା ଅନୁସାରେ ସବୁଠାରୁ ଅଧିକ ଦେହଜୀବୀ ବାଲେଶ୍ୱର ଜିଲ୍ଲାରେ ଅଛନ୍ତି । ୧୦୫୦ ଦେହଜୀବୀ ବାଲେଶ୍ୱର ଜିଲ୍ଲାରେ ଥିବା ବେଳେ କୋରାପୁଟ ଓ ମୟୂରଭଂଜରେ ୭୫୦ ଅଛନ୍ତି। ସେହିପରି ଯାଜପୁର ଓ କେନ୍ଦୁଝରରେ ୭୦୦ ଯୌନକର୍ମୀ ଅଛନ୍ତି। ଏହାଛଡ଼ା ଖୋର୍ଦ୍ଧା ଜିଲ୍ଲାରେ ୬୧୦, କଟକରେ ୨୫୦ ଯୌନକର୍ମୀ ରହିଛନ୍ତି।

Share

Leave a Reply

Your email address will not be published. Required fields are marked *

seven − 6 =