ରସଗୋଲା ଦିବସରେ ବାଲୁକାଶିଳ୍ପୀ ସୁଦର୍ଶନଙ୍କ କଳାକୃତି ମନମୋହୁଛି

ପୁରୀ: ରସଗୋଲା ଦିବସ ଅବସରରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳାକୃତି ସମସ୍ତଙ୍କ ମନ ଜିଣିଛି ।
ଏହାକୁ ସାଧାରଣରେ ପ୍ରଂଶସା କରାଯାଉଛି । ଆଜି ରସଗୋଲା ଦିବସ। ଓଡ଼ିଶାରେ ପ୍ରତିବର୍ଷ ଏହି ଦିନକୁ ରସଗୋଲା ଦିବସ ରୂପେ ପାଳନ କରିଆସୁଛି।।ନିଳାଦ୍ରୀ ବିଜେ ସମୟରେ ମଧ୍ୟ ପ୍ରଭୁ ଜଗନ୍ନାଥ ପ୍ରାଣପ୍ରିୟା ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବାର ପରମ୍ପରା ରହିଥିବାରୁ ଏହି ବଳିଷ୍ଠ ପ୍ରମାଣ ସହ ରସଗୋଲା ଦିବସ ପାଳନ କରାଯାଉଛି। ଏହି ଦିନ ଭୁବନେଶ୍ବର ଉପକଣ୍ଠ ପାହାଳରେ ରସଗୋଲା ଦିବସ ପାଳନା କରାଯାଏ।

Share

Leave a Reply

Your email address will not be published. Required fields are marked *

two + nine =