ଫଟୋରେ ଦେଖନ୍ତୁ ମା’ଙ୍କ କିଛି ଚିତ୍ର

ଭୁବନେଶ୍ୱର() ଆଜି ପବିତ୍ର ମହାସପ୍ତମୀ । କରୋନା କଟକଣା ଭିତରେ ଚାଲିଛି ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା । ଗତକାଲି ଷଷ୍ଠୀ ମହାବସରରେ ଧରାପୃଷ୍ଠରେ ଅବତରଣ କରିଛନ୍ତି ଜଗତଜନନୀ ମା’। ଦୁର୍ଗା । ଅଧିବାସ ଓ ବିଲବରଣ କରାଯାଇଛି । ଆଜି ହେବ ମହାମାୟୀଙ୍କ ଚକ୍ଷୁଦାନ ପରମ୍ପରା । ଚଳିତ ବର୍ଷ ଅଧିକାଂଶ ମଣ୍ଡପରେ ୪ ଫୁଟରୁ କମ୍ ଉଚ୍ଚତାର ମୂର୍ତ୍ତି ହୋଇଥିବାରୁ ସୁନା ଓ ରୂପା ଗହଣା ବଦଳରେ ଜରି ଓ ମାଟିର ଅଳଙ୍କାରେ ବିଭୁଷିତ ହୋଇଛନ୍ତି ଦଶଭୂଜା ଓ ଅନ୍ୟ ପାର୍ଶ୍ୱ ଦେବାଦେବୀ । ତେବେ ଆସନ୍ତୁ ଦେଖିବା ମା’ଙ୍କ କିଛି ଚିତ୍ର …

Share

Leave a Reply

Your email address will not be published. Required fields are marked *

nineteen − 4 =