ରାଜଧାନୀରୁ ଜଣେ ବ୍ୟକ୍ତିଙ୍କୁ ଉଠାଇନେଲା ଏନଆଇଏ

ଭୁବନେଶ୍ୱର() ଦେଶରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ରାଜଧାନୀ ଭୁବନେଶ୍ୱରରୁ ଜଣେ ବ୍ୟକ୍ତିଙ୍କୁ ଉଠାଇନେଇଛି ଏନଆଇଏ । ଆତଙ୍କବାଦୀ ସନ୍ଦେହରେ ବ୍ୟକ୍ତଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି । କ୍ରାଇମବ୍ରାଞ୍ଚ ଓ ଏନଆଇଏ ପକ୍ଷରୁ ମିଳିତ ବ୍ୟକ୍ତିଙ୍କୁ ଜେରା କରାଯାଉଛି । ତେବେ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରୁ ଯୁବକଙ୍କୁ ଧରିଥିବା ଜଣାପଡିଛି । ବନ୍ଧୁକ ଡିଲ୍ ଲିଙ୍କ ସନ୍ଦେହରେ ଯୁବକଙ୍କୁ ଉଠାଇନେଇଛି ଏନଆଇଏ ।

Share

Leave a Reply

Your email address will not be published. Required fields are marked *

20 − sixteen =