ନନ୍ଦୁ ନତେକରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର: ପୂର୍ବତନ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳୀ ନନ୍ଦୁ ନତେକରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅର୍ଜୁନ ପୁରଷ୍କାର ପାଇଥିବା ଏହି ବରିଷ୍ଟ ଖେଳାଳୀଙ୍କ ଦେହାନ୍ତ ହେବା ଖବର ଶୁଣିବା ପରେ ଦୁଃଖ ପ୍ରକାଶ କରିଛନ୍ତି । ତେବେ ତାଙ୍କ ଶୋକସନ୍ତପ ପରିବାରକୁ ଭଗବାନ ସାହସ ଦିଅନ୍ତୁ ବୋଲି ନିଜ ସୋସିଆଲ ମିଡିଆ ସାଇଟ ଟ୍ୱିଟରରେ ପୋଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

5 × 2 =