ବିଜୁବାବୁ କୋଟି କୋଟି ଓଡିଆଙ୍କ ହୃଦୟର ନେତା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ଆଜି ପଞ୍ଚାୟତିରାଜ ଦିବସ ତଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ । । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ମହାନ ଜନନାୟକ ବିଜୁ ପଟ୍ଟନାୟକ ଜୟନ୍ତୀ ଅବସରରେ ମୁଁ ତାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଂଚଳି ଅର୍ପଣ କରୁଛି । ବିଜୁ ବାବୁ ଜୀବନ ଥିଲା ଏକ ସଂଗ୍ରାମୀ ଜୀବନ । ସଂଗ୍ରାମ ହିଁ ତାଙ୍କ ଜୀବନର ପରିଚୟ । ସେ କ୍ଷମତାରେ ବେଶି ଦିନ ନଥିଲେ । କିନ୍ତୁ ସବୁବେଳେ ଲୋକଙ୍କ ସାଥିରେ ଥିଲେ । ଓଡିଶା ଓ ଓଡିଆ ସବୁଥିରେ ଆଗରେ ରହିବ । ଏ ଲକ୍ଷ୍ୟ ଦେଇ ସେ କାମ କରୁଥିଲେ ।

ଓଡିଆବାସୀଙ୍କ ଆଶୀର୍ବାଦରେ ଆଜି ଆମ ସରକାର ୨୦ ବର୍ଷ ପୂର୍ଣ୍ଣ କଲା । ବିଜୁବାବୁଙ୍କ ଆଦର୍ଶ ଓ ଚିନ୍ତା ଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଆମେ କାମ କରିଚାଲିଛୁ । ଲୋକଙ୍କ ହକକୁ ଆଗରେ ରଖିଛୁ । ସାଧାରଣ ଲୋକ ହିଁ ଆମ ପାଇଁ ଶ୍ରେÂ ।

Share

Leave a Reply

Your email address will not be published. Required fields are marked *

5 × four =