ଗୁଳିମାଡ଼ରେ ଯୁବକ ମୃତ

ବାରଙ୍ଗରେ ଗୁଳିମାଡ଼ । ବାରଙ୍ଗ ଥାନା ଗୋଡ଼ିସାହି ନେତଲ ଛକରେ ଗୁଳିମାଡ଼ରେ ଯୁବକ ମୃତ । ବାଇକରେ ଆସି ଯୁବକଙ୍କୁ ଗୁଳି ଚଳାଇଥିଲେ ୨ ଦୁର୍ବୃତ୍ତ । ଯୁବକଙ୍କ ମୁଣ୍ଡ ଓ ଛାତିରେ ଗୁଳି ବାଜଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଏସସିବିକୁ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ଗୁଳିକାଣ୍ଡର କାରଣ ଜଣାପଡ଼ି ନାହିଁ । ପୁଲିସ୍ ତଦନ୍ତ ଚଳାଇଛି ।

Share

Leave a Reply

Your email address will not be published. Required fields are marked *

13 − eleven =