ଆସନ୍ତାକାଲିଠାରୁ ୮ଟି ରୁଟରେ ଗଡ଼ିବ ମୋ ବସ୍

ଭୁବନେଶ୍ୱର()  ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାସହ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି । ତେଣୁ ସବୁ ସ୍ଥିତିକୁ ଦୃଷ୍ଟିରେ ରଖି ମୋ ବସ୍ ସେବା ବନ୍ଦ ରଖାଯାଇଥିଲା । କିନ୍ତୁ ଆସନ୍ତାକାଲିଠାରୁ ୮ଟି ରୁଟରେ ମୋ ବସ୍ ଗଡ଼ିବ । ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ନନ୍ ଏସି ବସ୍ ଚାଲିବ ।୧୧, ୧୬,୧୮, ୨୦, ୨୩,୨୫,୨୭ ଓ ୩୩ ନମ୍ବର ରୁଟରେ ଗଡ଼ିବ ବୋଲି ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

2 × one =