ମିଠା ଦୋକାନୀଙ୍କ ପାଇଁ ନୂଆ ନିୟମ

ନୂଆଦିଲ୍ଲୀ() ଏଣିକି ବସିମିଠା ବିକ୍ରି କରିବା ଦୋକାନୀଙ୍କୁ ପଡିବ ମହଙ୍ଗା । ଦେଶର ସମସ୍ତ ମିଠା ଦୋକାନୀଙ୍କ ପାଇଁ ଲାଗୁ ହୋଇଛି ନୂଆ ନିୟମ । ମିଠା ଦୋକାନୀଙ୍କ ପାଇଁ ନୂଆ ନିୟମ ଲାଗୁ କରିଛି ଏଫଏସଏସଏଆଇ । ଏଣିକି ମିଠା ଟ୍ରେରେ ଲାଗିବ ଏକ୍ସପାଏରି ଡେଟ୍ । ଏହି ନିୟମ ନମାନିଲେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ । ଲୋକଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଏହି ନିୟମ ଲାଗୁ ହୋଇଛି ।

Share

Leave a Reply

Your email address will not be published. Required fields are marked *

four + 13 =