ଏପ୍ରିଲ ୩୦ଯାଏଁ ବଢିଲା ଲକ୍ ଡାଉନ

ଭୁବନେଶ୍ୱର ()ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ ବାର୍ତ୍ତା ଜରିଆରେ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ଲକ୍ ଡାଉନ ଅବଧି ବଢ଼ାଇବା ନେଇ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ଏପ୍ରିଲ ୩୦ଯାଏଁ ଓଡ଼ିଶାରେ ଲକ୍ ଡାଉନ ରହିବ । ଏନେଇ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି । ଏହାସହ ଜୁନ ୧୭ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ବାହାରେ ଥିବା ଓଡ଼ିଆ ଶ୍ରମିକଙ୍କ ଯତ୍ନ ପାଇଁ ଅନୁରୋଧ କରିଛୁ । ଟ୍ରେନ୍ ଓ ବିମାନ ସେବା ବନ୍ଦ ପାଇଁ କେନ୍ଦ୍ରକୁ ଅନୁରୋଧ ମଧ୍ୟ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

sixteen − 15 =