ରାଜ୍ୟରେ ଖୋଲିବ ୧୬ ଐତିହ୍ୟସ୍ଥଳୀ

ଭୁବନେଶ୍ୱର: : କରୋନା ମହାମାରୀ ଲାଗି ବନ୍ଦ ହୋଇ ରହିଥିବା ଐତିହ୍ୟସ୍ଥଳୀ ଖୋଲିବ । ଆସନ୍ତା ୧୬ ତାରିଖରୁ ଏହି ଐତିହ୍ୟସ୍ଥଳୀ ଖୋଲାଯିବ । ପତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ଐତିହ୍ୟସ୍ଥଳୀ ଖୋଲିବ । ଆସନ୍ତା ୧୬ ତାରିଖରୁ ଖୋଲିକା ନେଇ ଏଏସଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ଏପ୍ରିଲ ୧୫ ତାରିଖରୁ ରାଜ୍ୟର ପ୍ରମୁଖ ଐତିହ୍ୟସ୍ଥଳୀ ଗୁଡ଼ିକ ବନ୍ଦ ରହିଛି । ତେବେ ଏସବୁ ଖୋଲିଲେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯିବ । ପର୍ଯ୍ୟଟକଙ୍କ ଆଗମନକୁ ନେଇ ନୂଆ ଏସଓପି ଜାରି କରାଯିବ ।

Share

Leave a Reply

Your email address will not be published. Required fields are marked *

20 + 3 =