ଗୋଟିଏ ବାଇକରେ ଦୁଇ ପତ୍ନୀ ଓ ତିନି ଶିଶୁ, ପୋଲିସ କରୁଛି ସଚେତନ … ଦେଖନ୍ତୁ ଭିଡ଼ିଓ

ଭୁବନେଶ୍ବର () ନୂଆ ଫାଇନ ନିୟମକୁ କୋହଳ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପୋଲିସ ଏବେ ବ୍ୟାପକ ସଚେତନତା ଆରମ୍ଭ କରିଛି । କିନ୍ତୁ ଏବେ ଏହି ସଚେତନତା ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ହେଲା । ବିଶେଷ କରି ଉପାନ୍ତ ଅଂଚଳରେ ଏହି ସମସ୍ୟା ବେଶି ଦେଖାଦେଇଛି । ଲୋକେ ଗୋଟିଏ ବାଇକରେ ଦୁଇଟି ପତ୍ନୀ ଓ ତିନିଟା ପିଲାଙ୍କୁ ଧରି ଯାତ୍ରା କରୁଛନ୍ତି । ଦେଖନ୍ତୁ ପୋଲିସ କେମିତି ସେମାନଙ୍କୁ ବୁଝାଇଉଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି ।

Share

Leave a Reply

Your email address will not be published. Required fields are marked *

3 × three =