ବେଦାନ୍ତରେ ଅଗ୍ନିକାଣ୍ଡ

ଝାରସୁଗୁଡ଼ା()  ଝାରସୁଗୁଡାସ୍ଥିତ ବେଦାନ୍ତ କାରଖାନାରେ ଅଗ୍ନିକାଣ୍ଡ । ବେଦାନ୍ତ କାରଖାନା ଭିତରେ ଥିବା ଜିଏବି ପ୍ଲାଣ୍ଟର ଅଏଲ ରିଫ୍ଲେକ୍ଟର ସିଷ୍ଟମରେ ହଠାତ ଅଗ୍ନିକାଣ୍ଡ ଘଟି ୭ ଜଣ ଆହତ । ସେମାନଙ୍କୁ ତୁରନ୍ତ ବେଦାନ୍ତ ପରିସରରେ ଥିବା ଚିକିତ୍ସାଳୟକୁ ନିଆଯାଇଥିଲା । ତେବେ ଜଣେ ଶ୍ରମିକଙ୍କ ହାତରେ ନିଆଁ ଲାଗିଯାଇଥିବାବେଳେ ଚିକିତ୍ସାଧୀନ ଅଛନ୍ତି। ଅଗ୍ନିକାଣ୍ଡର କାରଣ ଜଣାପଡି ନାହିଁ ।

Share

Leave a Reply

Your email address will not be published. Required fields are marked *

fifteen − 13 =