ମନ୍ତ୍ରୀଙ୍କ ନାଁରେ ଫେକ୍ ଆଇଡି

ଭୁବନେଶ୍ୱର: ସୋସିଆଲ ମିଡିଆ ସାଇଟ୍ ଫେସବୁକରେ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନାମରେ କେହି ଫେକ୍ ଆଇଡି ଖୋଲିଛି । ଏହି ଆଇଡିକୁ ଚଳାଉଥିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ । ଫେସବୁକ ଓ ଟ୍ୱିଟର ପେଜରେ ସେ ଏହା ପ୍ରକାଶ କରିଛନ୍ତି । ସୋସିଆଲ ମିଡିଆରେ ମନ୍ତ୍ରୀ ନିଜେ ତାଙ୍କ ଆକାଉଣ୍ଟରେ ରିଅଲ ଆଇଟି ଫଟୋ ଓ ଫେକ ଆଇଡି ଫଟୋ ପୋଷ୍ଟ କରିଛନ୍ତି ।
ମନ୍ତ୍ରୀ ସମୀରଦାସ ଫଟୋ ପୋଷ୍ଟ କରି ପୋଷ୍ଟରେ ଲେଖିଛନ୍ତି କେହି ଜଣେ ଦୁବୃର୍ତ୍ତ ମୋ ନାମେ ଫେକ ଆଇଡି ଖୋଲି ଫ୍ରେଣ୍ଟରିକ୍ୱେଷ୍ଟ ପଠାଇବା ସହିତ ଟଙ୍କା ମଧ୍ୟ ମାଗିବାର ଖବର ମେକା ପାଖକୁ ଆସୁଛି । ଦୟାକରି ଏଥିରୁ ଦୁରରେ ରୁହନ୍ତୁ ।

Share

Leave a Reply

Your email address will not be published. Required fields are marked *

two + 5 =