ବାଣ ଗୋଦାମରେ ନିଆଁ

କୋଣାର୍କ: ପୁରୀ ଜିଲ୍ଲା କୋଣାର୍କ ଚାରିଛକ ନିକଟରେ ଥିବା ବ୍ରହ୍ମଗୁଣ୍ଡିସ୍ଥିତ ଏକ ବାଣ ଗୋଦାମରେ ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି । ପ୍ରଚଣ୍ଡ ବିସ୍ଫୋରଣ ପରେ ସମଗ୍ର ବାଣଗୋଦାମ ଜଳୁଥିବାର ଦେଖାଯ଼ାଇଛି । ନିଆଁକୁ ଆୟତ୍ତ କରିବାକୁ ୫ଟି ଦମକଳ ଗାଡ଼ିକୁ ଲଗାଯ଼ାଇଛି । ବାଣ ଗୋଦାମରେ ବିସ୍ଫୋରଣ ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯ଼ାଇଛି । ତେବେ ଏହି ବିସ୍ଫୋରଣରେ ମୃତାହତ ନେଇ କୌଣସି ସୂଚନା ମିଳିପାରିନାହିଁ ।

Share

Leave a Reply

Your email address will not be published. Required fields are marked *

18 − 7 =