ବିଜୟ ସାହୁଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟା ବିଜୟ ସାହୁଙ୍କ ପରଲୋକ ହୋଇଛି । ସାଇ ଇଣ୍ଟର ନ୍ୟାସନାଲ ସ୍କୁଲର ସେ ହେଉଛନ୍ତି ଚେୟାରମ୍ୟାନ । ଜଣେ ଜଣେ ଶୁଣା ଶିକ୍ଷାବିତ ଭାବରେ ତାଙ୍କର କ୍ଷାତି ରହିଛି । ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ତାଙ୍କର ବିୟୋଗ ହୋଇଛି । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଆଜି ତାଙ୍କର ପରଲୋକ ହୋଇଛି । ତାଙ୍କ ପରଲୋକ ନେଇ ସୂଚନା ଦେଲେ ସାଇ ଲୋକ ସମ୍ପର୍କ ଅଧିକାରୀ ।

Share

Leave a Reply

Your email address will not be published. Required fields are marked *

2 × 1 =