୨୬କୁ ଘୁଞ୍ଚିଲା ଦଣ୍ଡ ଶୁଣାଣି

ଭୁବନେଶ୍ୱର()  କୋଇଲା ଖଣି ଆବଣ୍ଟନ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦୀଲ୍ଳିପ ରାୟଙ୍କ ଦଣ୍ଡ ଶୁଣାଣି ଆସନ୍ତା ୨୬ ତାରିଖକୁ ଘୁଞ୍ଚାଯାଇଛି । ୧୯୯୯ ମସିହାରେ କେନ୍ଦ୍ର ମନ୍ତ୍ରୀ ରହିଥିବା ସମୟରେ ଝାରଖଣ୍ଡରେ ହୋଇଥିବା ଏକ କୋଇଲା ଖଣି ଆବଣ୍ଟନ ମାମଲାରେ ଦୀଲ୍ଲିପଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ୧୪ ତାରିଖରେ ଦଣ୍ଡବିଧାନ ପାଇଁ କୋର୍ଟଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ଆସନ୍ତା ୨୬ ତାରିଖକୁ ଦଣ୍ଡ ଶୁଣାଣୀକୁ ଘୁଞ୍ଚାଇଛନ୍ତି କୋର୍ଟ । ମାମଲାରେ ସମ୍ପୃକ୍ତ ଅନ୍ୟ ୩ ଅଧିକାରୀଙ୍କ ସହିତ ସମ୍ପୂର୍ଣ୍ଣ କରୋନା କଟକଣାରେ ହାଜର ହେବା ପାଇଁ କୋର୍ଟଙ୍କ ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

one × 2 =