ବସକୁ ୫ ଲକ୍ଷ ୬୬ ହଜାରର ଜରିମାନା

ଭୁବନେଶ୍ୱର()  ରାଜ୍ୟରେ ଏକ ବସକୁ ୫ ଲକ୍ଷ ୬୬ ହଜାର ଟଙ୍କାର ଜରିମାନା କରାଯାଇଛି । ବସ୍ ନମ୍ବର OD10E0404କୁ ଜରିମାନା କରିଛି ଆରଟିଓ ୨ ଭୁବନେଶ୍ୱର ।  କୋରାପୁଟରୁ ଭୁବନେଶ୍ୱର ମଧ୍ୟରେ ଚଳାଚଳ କରୁଥିବା ଏହି ଯାତ୍ରୀବାହି ବସଟିକୁ ଭୁବନେଶ୍ୱର ଆରଟିଓ-୨ ପକ୍ଷରୁ ଜରିମାନା ପ୍ରଦାନ କରାଯାଇଛି । ବୈଧ ଷ୍ଟେଜ କ୍ୟାରେଜ ପରମିଟ ନଥିବା ତଥା ଏମଭି ଟ୍ୟାକ୍ସ ପ୍ରଦାନ ନକରିବା କାରଣରୁ ବସଟିକୁ ୫ ଲକ୍ଷ ୬୬ ୯୮୧ ଟଙ୍କାର ଜରିମାନା ପ୍ରଦାନ କରାଯାଇଛି । ଏହି ବସଟି ମେ ୨୦୧୯ରୁ ଏମଭି ଟିକସ ପ୍ରଦାନ କରିନଥିବା ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

3 × 2 =