ନାବାଳକ ଦର୍ଶାଇ ସମୟ ବରବାଦ କରୁଥିଲେ

ନୁଆଦିଲ୍ଲୀ() ନିର୍ଭୟା ମାମଲାରେ ଦୋଷୀ ପବନ ଗୁପ୍ତାଙ୍କ ଆବେଦନ ଖାରଜ କଲେ କୋର୍ଟ । ପବନର ନାବାଳକ ଆବେଦନକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ ।

ସୂଚନ ଅନୁଯାୟୀ, ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ୬ ଅଭିଯୁକ୍ତଙ୍କ ସହ ସାମିଲ ଥିଲେ ପବନ । ହେଲେ ପବନ ନାବାଳକ ଥିବା ଦର୍ଶାଇ ପିଟିସନ କରିଥିଲେ ଦୋଷୀ ପବନଙ୍କ ଓକିଲ । ପବନଙ୍କ ଓକିଲଙ୍କ ଉପରେ ଦିଲ୍ଲୀ ହାଇକୋର୍ଟ ଖପ୍ପା । କରଣ ସଂପୃକ୍ତ ଓକିଲ କୋର୍ଟର ସମୟ ବରବାଦ କରୁଥିଲେ ବୋଲି କହିଥିଲେ ହାଇକୋର୍ଟ ।

Share

Leave a Reply

Your email address will not be published. Required fields are marked *

18 − 7 =