ଆଜି ଉଦଘାନଟ ହେବ କଟକ ମଡେଲ୍ ରାସ୍ତା

କଟକ() ଆଜି ସନ୍ଧ୍ୟାରେ କଟକ ତାଳଦଣ୍ଡା କେନାଲ ନୂତନ ରାସ୍ତା ଉଦ୍‌ଘାଟନ ହେବ । ଭିଡିଓ କନଫରେନ୍‌ସିଂ ଜରିଆରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ୩ ଲେନ ବିଶିଷ୍ଟ ଦେଢ଼ କିଲୋମିଟର ରାସ୍ତାର ୫ଟି ସ୍ଥାନରେ ସୁଦୃଶ୍ୟ ପାର୍କିଂ ବ୍ୟବସ୍ଥା କରାଯିବା ସହିତ ରାସ୍ତାକଡ଼ରେ ଜେଟିଙ୍ଗ୍‌ ପାନ୍‌ଟ୍ରି ଲଗାଯାଇଛି । ଏହି ରାସ୍ତାକୁ ଏକ ମଡେଲ ରାସ୍ତା ଭାବରେ ଗ୍ରହଣ କରାଯାଉଛି । ପୂର୍ବରୁ ଏସ୍‌ସିବିକୁ ଆସୁଥିବା ରୋଗୀ ରାସ୍ତା ସମସ୍ୟା ଯୋଗୁଁ ଅସୁବିଧା ଭୋଗୁଥିଲେ ।

ସୂଚନା ଅନୁସାରେ ଏସ୍‌ସିବି ମେଡିକାଲ ଏହି ଯୋଜନାରେ ରହିଛି ମହାନଦୀ କୂଳେ କୂଳେ ଛଅ ଲେନ୍‌ ବିଶିଷ୍ଟ ରିଂ ରୋଡ୍‌, ମହାନଦୀ ରିଭର୍‌ ଫ୍ରଣ୍ଟର ବିକାଶ ସହିତ ଅନ୍ୟାନ୍ୟ ଆନୁଷଙ୍ଗିକ ସ୍ମାର୍ଟପ୍ଲାନ୍‌ ।

Share

Leave a Reply

Your email address will not be published. Required fields are marked *

twelve − eight =