ଆଉ ୧୩୨୦ କରୋନା ପଜିଟିଭ

ଭୁବନେଶ୍ୱର() ରାଜ୍ୟରେ ଆଜି ୨୪ଜିଲ୍ଲାରୁ ସର୍ବାଧିକ ୧୩୨୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୮୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୪୩୩ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୦୧୩ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

1 Angul: 6

2. Balasore: 23
3. Bargarh: 14
4. Bhadrak: 28
5. Balangir: 9
6. Cuttack: 47
7. Deogarh: 1
8. Gajapati: 90
9. Ganjam: 560
10. Jagatsinghpur: 3
11. Jajpur: 23
12. Jharsuguda: 2
13. Kalahandi: 1
14. Kandhamal: 39
15. Kendrapada: 1
16. Keonjhar: 24
17. Khurda: 174
18. Koraput: 30
19. Nayagarh: 38
20. Nuapada: 4
21. Puri: 90
22. Rayagada: 65
23. Sonepur: 1
24. Sundargarh: 47

New Recoveries: 808
Cumulative Tested: 446311
Positive: 24013
Recovered: 15200
Active Cases: 8650

ତେବେ ଗଞ୍ଜାମରୁ ସର୍ବାଧିକ ୫୬୦, ଖୋର୍ଦ୍ଧାରୁ ୧୭୪, ଗଜପତିରୁ ୯୦, ପୁରୀରୁ ୯୦, ରାୟଗଡ଼ାରୁ ୬୫, ସୁନ୍ଦରଗଡ଼ରୁ ୪୭, କଟକରୁ ୪୭, କନ୍ଧମାଳରୁ ୩୯, ନୟାଗଡ଼ରୁ ୩୮, କୋରାପୁଟରୁ ୩୦, ଭଦ୍ରକରୁ ୨୮, କେନ୍ଦୁଝରରୁ ୨୪, ଯାଜପୁରରୁ ୨୩, ବାଲେଶ୍ୱରରୁ ୨୩, ବରଗଡ଼ରୁ ୧୪, ବଲାଙ୍ଗୀରରୁ ୯, ଅନୁଗୁଳରୁ ୬, ନୂଆପଡ଼ାରୁ ୪, ଜଗତସିଂହପୁରରୁ ୩, ଝାରସୁଗୁଡ଼ାରୁ ୨, ସୋନପୁର, କେନ୍ଦ୍ରାପଡ଼ା, ଦେଓଗଡ଼, କଳାହାଣ୍ଡିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

4 × five =